ଚାହିଁ ରହିଥିଲି ମୁହଁକୁ ତୁମର ଦେଖୁଥିଲି ମୁହିଁ ସତେ।। ଚାହିଁ ରହିଥିଲି ମୁହଁକୁ ତୁମର ଦେଖୁଥିଲି ମୁହିଁ ସତେ।।
ବାସ ଭିଜା ଭିଜା ଆଖିରେ ଅସୁମାରୀ ମୁକ୍ତା ବିନ୍ଦୁ ପୁଣି କେବେ କେବେ ମନ ଜିଣା ଖୁବ ବାସ ଭିଜା ଭିଜା ଆଖିରେ ଅସୁମାରୀ ମୁକ୍ତା ବିନ୍ଦୁ ପୁଣି କେବେ କେବେ ମନ ଜିଣା ଖୁବ
ଚାହିଁ ରହି ଥାଅ ସଞ୍ଜରେ ଯେପରି ଫେରିବା ବାଟକୁ ମୋର, ଚାହିଁ ରହି ଥାଅ ସଞ୍ଜରେ ଯେପରି ଫେରିବା ବାଟକୁ ମୋର,
ନିରୋଳାରେ ବସି ଭାବେ ଯେବେ ପ୍ରିୟା ତୁମରି ଛବିକୁ ଥରେ , ନିରୋଳାରେ ବସି ଭାବେ ଯେବେ ପ୍ରିୟା ତୁମରି ଛବିକୁ ଥରେ ,
ସେ ମୂରଲୀ ଶ୍ବନ ଗାଏ ରାଧାନାମ ଶୁଣିବାକୁ ଗୋପେ ବାଈ ସେ ମୂରଲୀ ଶ୍ବନ ଗାଏ ରାଧାନାମ ଶୁଣିବାକୁ ଗୋପେ ବାଈ
ନଦୀ ବିନା କୁଳ ଯେମିତି ଅଧୁରା ଠିକ ସେମିତି ତୁମ ବିନା ମୁଁ ନଦୀ ବିନା କୁଳ ଯେମିତି ଅଧୁରା ଠିକ ସେମିତି ତୁମ ବିନା ମୁଁ